ମୌସୁମୀ ଅଧିବେଶନ ପାଇଁ ସଂସଦୀୟ ଦଳକୁ ପୁନର୍ଗଠନ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ସଂସଦୀୟ ଟିମକୁ ପୁନର୍ଗଠନ କରିଛନ୍ତି। ଏହି ପୁନର୍ଗଠନରେ “ଜି -୨୩” ର ନେତାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁମାନେ ଗତ ବର୍ଷ ବିସ୍ଫୋରକ ଚିଠି ଲେଖି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ହରାଇଥିଲେ। “ଜି -୨୩”ର ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଥିବା ଶଶି ଥରୁର ଏବଂ ମନୀଷ ତିୱାରୀଙ୍କୁ ଲୋକସଭାର ସାତ ସଦସ୍ୟ ବିଶିଷ୍ଟ ଗୋଷ୍ଠୀରେ ସାମିଲ … Continue reading ମୌସୁମୀ ଅଧିବେଶନ ପାଇଁ ସଂସଦୀୟ ଦଳକୁ ପୁନର୍ଗଠନ କଲେ ସୋନିଆ ଗାନ୍ଧୀ